ରାହୁଲ ଜୈନ ହେଲେ ଝାରସୁଗୁଡ଼ା ଏସ୍‌ପି

ବରଗଡ ଏସପି ଭାବେ କାର୍ଯ୍ୟକରୁଥିବା ଭାରତୀୟ ପୁଲିସ ସେବା ଅଧିକାରୀ ରାହୁଲ ଜୈନଙ୍କୁ ଆଜି ରାଜ୍ୟ ସରକାର ଝାରସୁଗୁଡ଼ା ଏସ୍‌ପି ଭାବେ ନିଯୁକ୍ତ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes