ବଉଳା ନାଳ ଉପରେ ‘ବିଜୁ ସେତୁ’ର ଶିଳାନ୍ୟାସ

ବାଲେଶ୍ଵର ଜିଲ୍ଲା ସୋର ବ୍ଲକ୍ ଶିଂଗାଖୁଣ୍ଟା ପଞ୍ଚାୟତର ବୃନ୍ଦାଦେଇପୁର ଠାରୁ ଗୁଜଢିଆ ରାସ୍ତାର ବଉଳା ନାଳ ଉପରେ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ଵାରା ୧ କୋଟି ୮୮ ଲକ୍ଷ ବ୍ୟୟରେ ନିର୍ମିତ ହେବାକୁ ଥିବା “ବିଜୁ ସେତୁ” ର ଆଜି ଅପରାହ୍ନରେ ବିଧାୟକ ପର୍ଶୁରାମ ଧଡା ଶିଳାନ୍ୟାସ କରିଥିବା ଜଣାଯାଇଛି।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀମାନଙ୍କ ସହ ବ୍ଲକ୍ ଉପାଧ୍ୟକ୍ଷ ଭ୍ରମରବର ନାୟକ ଉପସ୍ଥିତ ଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes