ଭୁବନେଶ୍ୱରରୁ ଫୁଲବାଣୀ ଆସୁଥିବା ଏକ ଯାତ୍ରୀ ବାହୀ ବସ ଆଜି 57 ନମ୍ବର ଜାତୀୟ ରାଜପଥର ମାଧପୁର ନିକଟରେ କେନାଲ. ତଳକୁ ଖସି ପଡ଼ିଥିବା ସ୍ଥାନୀୟ ପୁଲିସ କହିଛି l
ତେବେ ବଡ଼ ଦୁର୍ଘଟଣାରୁ ବସଟି ରକ୍ଷା ପାଇ ଯାଇଥବାରୁ 35 ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି l
Credible Local News of Odisha