ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ୧୩ ତମ ଜିଲ୍ଲା ସମ୍ମିଳନୀ

ଭଦ୍ରକ ଜିଲ୍ଲାବାସୁଦେବପୁର ନୀଳମଣି ଟାଉନ ହଲ ପରିସରରେ ଅଖିଳ ଭାରତ ମହିଳା ସମିତିର ୧୩ ତମ ଜିଲ୍ଲା ସମ୍ମିଳନୀ ପ୍ରଭାତୀ ଜେନାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଛି ।

ଏହାକୁ ଆନୁଷ୍ଠାନିକ ଭାବେ ରାଜ୍ୟ ସଭାନେତ୍ରଘ ଶ୍ରୀମତୀ ତାପଶି ପ୍ରହରାଜ ଉଦଘାଟନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes