ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ମୁଣ୍ଡେନପାଲି ଗ୍ରାମ ପଞ୍ଚାୟତ ମୁଣ୍ଡେନପାଲି ଗ୍ରାମର ଆଶାକର୍ମୀ ବବିତା ନାଥଙ୍କୁ ଭୁବନେଶ୍ଵର ରେ ଅନୁଷ୍ଠିତ ହୋଇଥିବା ଆର୍ଟ ଅଫ ଗିଭିଂର ନବମ ପ୍ରତିଷ୍ଠିତ ଦିବସ କାର୍ଯ୍ୟକ୍ରମରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୁରସ୍କୃତ କରିଥିଲେ।
ଆଜି ତାଙ୍କ ଗ୍ରାମ ମୁଣ୍ଢେନପାଲି ଠାରେ ଗ୍ରାମବାସୀ ଓ ଆଶା କର୍ମୀ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।