ସମ୍ବଲପୁର ଜିଲ୍ଲା ବାମରାଠାରେ ଶ୍ମଶାନକୁ ନେଇ ବହୁ ଦିନରୁ ବିବାଦ ଲାଗି ରହିଥିବା ବେଳେ ଗ୍ରାମର କିଛି ବ୍ୟକ୍ତି ଶ୍ମଶାନକୁ ଦାଖଲ କରି ନେଇଥିଲେ ଏବଂ ପରେ ସାଧାରଣ ଅଭିଯୋଗ ଶୁଣାଣି ସମୟରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରି ଏକ ସ୍ଥାନ ଶ୍ମଶାନ ପାଇଁ ସ୍ଥାନ ନିରୂପଣ କରିଛନ୍ତି ଏହି ଚିହ୍ନଟ ଶ୍ମଶାନ ଭୂମିକୁ ବିରୋଧ କରି ଏହା ଅନ୍ୟ ସରକାରୀ ସ୍ଥାନରେ କରିବା ପାଇଁ ଆଜି ବାମରା ଅଂଚଳର ବାସିନ୍ଦା କୁଚିଣ୍ଡା ଉପଜିଲ୍ଲାପାଳଙ୍କୁ ଏକ ୬ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।