ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ନାଡ଼ାବାକୁ ନେଇ ବଢୁଛି ଅସନ୍ତୋଷ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ଦଧିବାମନ ଜିୟୁଙ୍କ ରଥ ନିର୍ମାଣ ଚାଲିଥିବା ବେଳେ ଚାଲିଛି ରଥ ଯାତ୍ରାକୁ ସୁଚାରୁ ରୁପେ ସମ୍ପାଦନ କରିବା ପାଇଁ ଏପର୍ଯ୍ୟନ୍ତ ପ୍ରସ୍ତୁତି ବୈଠକ ଡକା ଯାଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ଅନ୍ୟଅକ୍ଷରେ ଦୀର୍ଘ ଦିନରୁ କୋଠ ତହସିଲଦାର ବିନୋଦ ବିହାରୀ ସିଂ ନିଜ ପଦବୀରୁ ଇସ୍ତପା ଦେବାପରେ ଉକ୍ତ ପଦବୀରେ କୌଣସି ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇନଥିବାରୁ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes