ଭୁବନେଶ୍ୱରର ୟୁନିଟ-୧ ଅଞ୍ଚଳର ଏକ କ୍ୱାର୍ଟର୍ସ ନିକଟରୁ ମୃତଦେହ ଉଦ୍ଧାର ହୋଇଛି।
ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ପଡ଼ିଥିବା ବେଳେ ପରିଚୟ ଅସ୍ପଷ୍ଟ ରହିଛି। ଯୁବକଙ୍କ ମୁଣ୍ଡରେ ଏକାଧିକ କ୍ଷତଚିହ୍ନ ରହିଛି। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି।
Credible Local News of Odisha