ପୁଲିସ ଗାଡ଼ିକୁ ପିଟିଲା ଟ୍ରକ୍; ୨ ମୃତ, ୨ ଗୁରୁତର

ବୌଦ୍ଧ କମଳପୁର ଛକ ନିକଟରେ ଏ ଦୁର୍ଘଟଣା ଘଟିଛି। ମୃତକ ଦୁଇ ଜଣ ହେଲେ ଡ୍ରାଇଭର ପ୍ରଶାନ୍ତ ଓ ବାଉଁଶୁଣୀ ଥାନାର ହୋମଗାର୍ଡ ଜଗନ୍ନାଥ ମେହେର ।

୨ ଗୁରୁତରଙ୍କ ମଧ୍ୟରେ ଜଣେ ASI ଏବଂ ଜଣେ ହୋମଗାର୍ଡ ଅଛନ୍ତି । ଗୁରୁତରଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । କଟକରୁ ଏକ ରେସ୍କ୍ୟୁ ଅପରେସନ ସାରି ବାଉଁସୁଣି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes