ମୁଖ୍ୟମନ୍ତ୍ରୀଙ୍କୁ ୭ ଦିନରେ ଚିଠିର ଉତ୍ତର ମାଗିଲେ ଅପରାଜିତା

ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତକାଲି ରାଜଧାନୀ ପ୍ରତିଷ୍ଠା ଦିବସରେ ନିମନ୍ତ୍ରଣ କରାଯାଇନଥିବା ବିଷୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେl

ଏହି ପରିପ୍ରେକ୍ଷୀରେ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଗାମୀ ୭ ଦିନ ମଧ୍ୟରେ ଉତ୍ତର ଅପେକ୍ଷା କରିଛନ୍ତି l ଏହାର ଉତ୍ତର ନିଶ୍ଚିତ ଭାବେ ଭୁବନେଶ୍ୱର ବାସୀ ଜାଣିବାକୁ ଚାହିଁବେ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରି ସାଂସଦ ଏହା କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes