ପବିତ୍ର ପଣା ସଂକ୍ରାନ୍ତି ଉପଲକ୍ଷେ ପାଣି ଦଣ୍ଡ ଅନୁଷ୍ଠିତ

ଆଜି ଚଳିତ ଝାମୁ ଯାତ୍ରାର ଅନ୍ତିମ ଦିବସରେ, ପବିତ୍ର ପଣା ସଂକ୍ରାନ୍ତି ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଦୈନିକ ବଜାର ପ୍ରାଙ୍ଗଣରେ ନାରାୟଣୀ ଦଣ୍ଡ ପାର୍ଟି ତରଫରୁ ସହଳ ଖଣ୍ଡ ପାଣି ଦଣ୍ଡ ଭଙ୍ଗା ଯାଇଥିବା ଦେଖା ଯାଇଛି l

ତେବେ ଆଜିର ଏହି କାର୍ଯ୍ୟକ୍ରମରେ ତେର ଭୁକ୍ତାଙ୍କର ସୂର୍ଯ୍ୟ ଦର୍ଶନ ବେଶ ଚିତାକର୍ଷକ ଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes