ଭୁବନେଶ୍ୱରରେ ଦ୍ବିପ୍ରହରରେ ହେଲା ଝିପି ଝିପି ବର୍ଷା

ରାଜଧାନୀ ଭୁବନେଶ୍ୱରରେ ଆଜି ସକାଳୁ ଖରା ହେଉଥିବା ବେଳେ ଦ୍ବିପ୍ରହର ସମୟରେ କେତେକ ସ୍ଥାନରେ ଅଚାନକ ଝିପି ଝିପି ବର୍ଷା ହେଉଥିବା ଦେଖିବାକୁ ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes