ଦୁଇଦିନ ତଳେ ଛତ୍ରପୁରରେ ସିମେଣ୍ଟ ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା ଘଟଣାର ଅଭିଯୁକ୍ତଙ୍କ ଗିରଫ ଦାବିରେ ଆଜି ହଂସରପୁର ଠାରେ ଲୋକମାନେ ରାସ୍ତାରୋକ କରିଥିବା ବେଳେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କର ପରେ ଏମକେସିଜି ମେଡିକାଲରେ ମୃତ୍ୟୁ ହୋଇଯାଇଛି l
ହତ୍ୟାର ଶିକାର ହୋଇଥିବା ବ୍ୟବସାୟୀଙ୍କ ସହ ଏହି ଯୁବତୀଙ୍କର ବିବାହ ସ୍ଥିର ହୋଇଥିଲା l