ବିଦ୍ୟୁତ୍ ସେବା ଯୋଗାଇଦେବା ନିମନ୍ତେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସାନହୁଲା ପଞ୍ଚାୟତର ସିନ୍ଦୂର ଖୋଳ ଗ୍ରାମର ମାଟିଆ ସାହିରେ ପ୍ରାୟ ପନ୍ଦର ଅଧିକ ପରିବାର ରହୁଛନ୍ତି ହେଲେ ସେଠାରେ ବିଦ୍ୟୁତ୍ ସେବା ନାହିଁ କି ରାସ୍ତା ଓ ପାନୀୟ ଜଳର ସୁବିଧା ନାହିଁ।

ଏନେଇ ଆଜି ଗ୍ରାମବାସୀମାନେ ଏହି ସବୁ ସୁବିଧା ଯୋଗାଇଦେବା ନିମନ୍ତେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes