ବାତ୍ୟା କ୍ରମଶଃ ଦୁର୍ବଳ ହେଉଛି : ଆଇଏମଡି

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନୀ’ର ତୀବ୍ରତା ହ୍ରାସ ପାଇଛି ଏବଂ ଏହା କ୍ରମେ ଦୁର୍ବଳ ହେଉଛି ବୋଲି ଆଜି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର l

ଆଜି ରାତିରେ ବାତ୍ୟା ଆନ୍ଧ୍ର ଉପକୂଳରେ ପହଂଚିବା ପରେ ଦିଜ ବଦଳାଇ ସମାନ୍ତରାଳ ଭାବେ ଓଡିଶା ଉପକୂଳ ଦେଇ ଗତି କରିବ l ଏହା ପ୍ରଭାବରେ ଉପକୂଳରେ କେତେକ ସ୍ଥାନରେ ବର୍ଷା ଶହ 40/60 କିମି ବେଗରେ ପବନ ପ୍ରବାହିତ ହେବ ବୋଲି ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes