ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଅଗ୍ନିଶମ ଅଧିକାରୀ ଭୋଲାନାଥ ପ୍ରଧାନଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀମାନେ ଜରୁରୀକାଳୀନ ପରିସ୍ଥିତିରୁ କିପରି ନିଜକୁ ରକ୍ଷା କରାଯାଇ ପାରିବ ସେ ଉପରେ ଡାକ୍ତରଖାନା କର୍ମଚାରୀଙ୍କୁ ମକଡ୍ରିଲ ମାଧ୍ୟମରେ ଶିକ୍ଷା ପ୍ରଦାନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes