ବାଉଁଶ କାରିଗରରୁ ସମିତି ସଭ୍ୟ

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କଲଣ ପଞ୍ଚାୟତରେ ଗତ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିବା ଗୋବିନ୍ଦ ମଳିକ ଦୀର୍ଘ ୨୦ବର୍ଷ ହେବ ବାଉଁଶ କାରିଗର ଭାବେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରୁଛନ୍ତି ।

ଆଗାମୀ ଦିନରେ ସେ ଉକ୍ତ ଅଂଚଳରେ ଜନସେବା ଓ ବିକାଶ ମୂଳକ କାର୍ଯ୍ୟ କରିବେ ଏବଂ ଏହି ବେଉସାକୁ କଦାପି ଛାଡିବେ ନାହିଁ ବୋଲି କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes