ପୋର୍ଟାଲରେ ନାମ ପଞ୍ଜିକରଣ ନେଇ ଶିକ୍ଷକଙ୍କୁ ତାଲିମ

କଳାହାଣ୍ଡି ଜିଲ୍ଲା କଲମପୁର ଦୁର୍ଗା ମାଧବ ଉଚ୍ଚ ବିଦ୍ୟାଳୟରେ ଆଜି ବ୍ଳକ ସ୍ତରର ସ୍ମାର୍ଟ ସ୍କୁଲମାନଙ୍କର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ ଓ ଅଧ୍ୟୟନ ରତ ଛାତ୍ରଛାତ୍ରୀମାନଙ୍କ ନାମ ଚଳିତ ମାସ ଶେଷ ସୁଦ୍ଧା କିପରି ପୋର୍ଟାଲ ମାଧ୍ୟମରେ ପଞ୍ଜିକରଣ କରିବେ ସେନେଇ ସମ୍ଭୁସ୍ୱର ନାଗ ତାଲିମ ପ୍ରଦାନ କରିଛନ୍ତି ।

ଏବିଇଓ ଗୌରାଙ୍ଗ କୁମାର ବିଶ୍ବାସ ଏହି କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes