ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ବରଗଡ ଜିଲ୍ଳାର ପଦ୍ମପୁର ବିଧାନସଭା ଆସନର ଉପନିର୍ବାଚନ ପାଇଁ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି l ବିଜ୍ଞପ୍ତି ଅନୁସାରେ ନଭେମ୍ବର 17 ନାମାଙ୍କନ ଦାଖଲର ଶେଷ ତାରିଖ l 18 ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ 21 ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିବସ l
ଡିସେମ୍ବର 5 ତାରିଖରେ ଭୋଟ ହେବ ଏବଂ 8 ତାରିଖରେ ଗଣତି କରାଯିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes