ନଳକୂପ ଅଚଳ, ଜଳ ଛତ୍ର ପାଇଁ ଦାବି

କେନ୍ଦୁଝର ସହର ଗନ୍ଧିଛକ ନିକଟ ମାର୍କେଟ କମ୍ପ୍ଲେକ୍ସରେ ନଳକୂପ ଅଚଳ ହୋଇଥିବାରୁ ଦୋକାନୀ ଓ ଏହା ଉପରେ ନିର୍ଭର କରୁଥିବା ଲୋକମାନେ ବହୁ ଅସୁବିଧା ଭୋଗୁଛନ୍ତି।

ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ବେଳେ ପାଣି ପାଇଁ ଦୂର ବାଟ ଯିବାକୁ ପଡୁଛି। ସହର ରେ ଅଦ୍ୟାବଧି ପ୍ରଶାସନ ପକ୍ଷରୁ ଜଳଛତ୍ର ମଧ୍ୟ ଖୋଲାଯାଇ ନାହିଁ । ତେଣୁ ତୁରନ୍ତ ନଳକୂପ ସଜାଡ଼ିବା ସହ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବାକୁ ଦାବି କରିଛନ୍ତି ଲୋକେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes