ଭୂତ କୋଠୀରେ ପରିଣତ ହୋଇଛି ବାଟାଲିୟନ ଅଫିସ

କେନ୍ଦୁଝର ପୁରୁଣା ବଜାର ରେ ଥିବା ଓଡ଼ିଶା ବାଟାଲିୟନ ପୋଲିସଙ୍କ ଅଫିସ ଘର ଓ ପରିସର ବ୍ୟବହାର ହେଉନଥିବାରୁ ଭୂତକୋଠୀରେ ପରିଣତ ହୋଇଛି ।

ବାଟାଲିୟନ ଅଫିସ ଅନ୍ୟ ଜିଲ୍ଲାକୁ ଉଠିଯିବା ପରେ ଏହାକୁ ପୋଲିସ କଲ୍ୟାଣ ମଣ୍ତପ ଭାବେ ବ୍ୟବହାର କରାଯାଉଥିଲା ଓ ସ୍ଥାନୀୟ ଲୋକ ବାହାଘର, ବ୍ରତ ଆଦି କାମ କରୁଥିଲେ ତେଣୁ ଏହାକୁ ଖୋଲି ଏନସିସି ଅଫିସ, ସାଇବର ଥାନା କିମ୍ବା ପୂର୍ବପରି କଲ୍ୟାଣ ମଣ୍ତପ ଖୋଲି ବ୍ୟବହାର କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes