ଆଜି ବରଗଡ ଜିଲ୍ଲା ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ଗୋଡଭଗା ମାର୍କେଟରେ ଚଳିତ ରବିଋତୁର ଧାନସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ଓଡିଶା ରାଜ୍ଯ କୂଷକ ସଂଗଠନ।
ସଂଗଠନର ସଭାପତି ବୀରେନ୍ଦ୍ର କର ନଡିଆ ଭାଂଗି ଏହାର ଶୁଭାରମ୍ଭ କରିଛନ୍ତି।
Credible Local News of Odisha