ଧର୍ମଶାଳା ରଜ କୁଇନ ସେମିଫାଇନାଲ

ଆଜି ଯାଜପୁର ଜିଲ୍ଲା ଧର୍ମଶାଳାରେ ରଜ କୁଇନ୍ ୨୦୨୨ର ସେମି ଫାଇନାଲ ଅଡିସନ୍ କଳ୍ପତରୁ ଦାସ ଷ୍ଟାଡିୟମ ଜାରକାଠାରେ ୪ଟି ଇଭେଣ୍ଟକୁ ନେଇ ଆରମ୍ଭ ହୋଇଯାଇଛି ।

କାର୍ଯ୍ୟକ୍ରମକୁ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତ ରାୟ ଯୋଗ ଦେଇ ଉଦଘାଟନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes