ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ବାମୁର ରେଞ୍ଜ ରାଠୀପୁର ଓ ଲକ୍ଷ୍ମୀପୁର ଗ୍ରାମରେ ବନ ବିଭାଗ ପକ୍ଷରୁ ଆଜି ହାତୀ ଘଉଡ଼ାଇବା ପାଇଁ ମହୁମାଛି ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରକଳ୍ପ ଦ୍ବାରା ହାତୀ ଗ୍ରାମ ମୁହାଁ ନହୋଇ ଜଙ୍ଗଲ ମୁହାଁ ହେବେ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।