ଟ୍ରକ ସହ ବାଇକର ଧକ୍କା, ବାଇକ ଚାଳକ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ

କେନ୍ଦୁଝର ଜିଲ୍ଲା ପାଟଣା କେନ୍ଦେଇ ପଶି ରାସ୍ତାର ମାଧପୁର ଛକ ନିକଟରେ ଶନିବାର ପୂର୍ବାହ୍ନରେ ଏକ ୧୨ ଚକିଆ ଟ୍ରକ ସହ ବାଇକର ଧକ୍କା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହି ଯୁବକଙ୍କ ମୃତ୍ୟୁ ଘଟିଛି।

ମୃତକ ଜଣକ ହେଉଛନ୍ତି ଏହି ବ୍ଲକ କେନ୍ଦେଇପଶି ପଞ୍ଚାୟତ ଖୁଣ୍ଟା ପଡା ଗ୍ରାମର ଜୀବନ ଜ୍ୟୋତି ମହାନ୍ତ(୨୨)।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes