ଜେଲର ପରିବେଶ ବଦଳାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟରେ 40 ରୀ ଅଧିକ ଜେଲରେ ଶୌଚାଳୟ ଅବସ୍ଥା ଖରାପ ଏବଂ 15 ରୁ ଅଧିକ ଜେଲରେ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ନେଇ ଆଜି 40 ଟି ଜିଲ୍ଲା ଆଇନସେବା ପ୍ରାଧିକରଣ ହାଇକୋର୍ଟରେ ସତ୍ୟପାଠ କରିଛନ୍ତି l

ଏହାପରେ ହାଇକୋର୍ଟ ଉଦବେଗ ପ୍ରକାଶ କରି ଆସନ୍ତା 10 ଫିନ ମଧ୍ୟରେ ଜେଲ ପରିବେଶ ସୁଧାରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes