ବ୍ୟାଟେରୀ ବିସ୍ଫୋରଣରେ ଦୁଇ ଗୁରୁତର

ଭଦ୍ରକ ଜିଲ୍ଲା ଧାମରା ବଜାରରେ ଥିବା ଏକ କବାଡି ଦୋକାନରେ ଆଜି ପରିତ୍ୟକ୍ତ ବ୍ୟାଟେରୀ ବିସ୍ଫୋରଣ ହେବାରୁ ଦୁଇଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି l

ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧାମରା ମେଡିକାଲ ଓ ଅନ୍ୟ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes