ଗ୍ୟାସ୍ ସିଲିଣ୍ଡର ଫାଟି ୪ ଅଗ୍ନିଶମ କର୍ମଚାରୀ ଆହତ

ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଚାଉଁରପୁର ଅଞ୍ଚଳରେ ଏକ ଦୋକାନରେ ଲାଗିଥିବା ନିଆଁ ଲିଭାଇବା ବେଳେ ସିଲିଣ୍ଡର ଫାଟିଥିଲା।

ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ଓ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes