ପ୍ରଧାନ ଶିକ୍ଷକ ଙ୍କ ଅବସରକାଳୀନ ସମ୍ବର୍ଧନା ପାଳିତ

ସୋନପୁର ବ୍ଲକ ଛକୋରମାଲ କ୍ଳଷ୍ଟର ଅନ୍ତର୍ଗତ ଡ଼ବଲଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବଳଦେବ ଭୁଏ ଙ୍କର
ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଅଛି।

ଏହି କାର୍ଯକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ପରମେଶ୍ବର ମହାକୁରଙ୍କ ଅଧ୍ୟକ୍ଷତାରେ କନିଷ୍ଠ ଶିକ୍ଷକ ଶ୍ରୀ ପରମେଶ୍ବର ମେହେର ସଭା ପରିଚାଳନା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes