ଗଡ୍ରାମୁଣ୍ଡା ଗ୍ରାମରେ କଳସ ଯାତ୍ରା ଅନୁଷ୍ଠିତ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଗଡ୍ରାମୁଣ୍ଡା ଗ୍ରାମରେ ଆଜି ଶ୍ରୀ ଶ୍ରୀ ଅଖଣ୍ଡ ଷୋହଳ ପ୍ରହରୀ ନାମଯଜ୍ଞ ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଶତାଧିକ ମହିଳା ସାମିଲ ହୋଇଥିବା ବେଳେ ସ୍ଥାନୀୟ କୁଶମାଳ ଗ୍ରାମର ଘୁମୁରା ଦଳ ଅଂଶଗ୍ରହଣ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes