ପୂର୍ବତନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଠାରୁ ଦାୟିତ୍ଵ ନେଇଛନ୍ତି ନୂତନ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା।
ଦିବ୍ୟଜ୍ୟୋତି ପରିଡ଼ା ସମ୍ବଲପୁରର ପୂର୍ବତନ ଜିଲ୍ଲାପାଳ ଥିଲେ। କାର୍ଯ୍ୟରେ ଯୋଗ ଦେବା ପରେ ଦିବ୍ୟଜ୍ୟୋତିଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ବିଭିନ୍ନ ବିଭାଗର ଅଧିକାରୀ।
Credible Local News of Odisha