କ୍ଷେତର ଧାନଫସଲ ଗାଇ ଖାଇଦେବାକୁ ନେଇ ଗଣ୍ଡଗୋଳ

ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ମନମୁଣ୍ଡା ଥାନା ରତାଖଣ୍ଡି ଗାଁରେ ଆଜି ଧାନ କିଆରିରେ ଫସଲକୁ ଗାଇ ଖାଇଦେବାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇ ଦୁଇମହିଳାଙ୍କ ସମେତ ଜଣେ ଯୁବକ ଗୁରୁତର ହୋଇଛନ୍ତି I

ସୂଚନା ଅନୁସାରେ ଆଜି ସକାଳୁ ୮ଟା ସମୟରେ ରତାଖଣ୍ଡି ଗ୍ରାମର ହୀରନ୍ୟ ପ୍ରଧାନ ,ରମେଶ ପାଣ୍ଡେ ଓ ଉମେଶ ପାଣ୍ଡେ ଦୁଇପରିବାର ମଧ୍ୟ୍ୟରେ ଗଣ୍ଡଗୋଳ ହୋଇଛି ଏହି ଗଣ୍ଡଗୋଳରେ ଦୁଇ ପରିବାରର ୩ ଜଣ ଗୁରୁତର ହୋଇ ମାନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes