ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କୋଶଳା ଗ୍ରାମ ନିକଟରେ ଆଜି କୌଣସି ସୁତ୍ରରୁ ଖବର ପାଇ ଛେଣ୍ଡିପଦା ଅବକାରୀ ବିଭାଗ ଏକ ଚୋରା କେନ୍ଦୁପତ୍ର ବୋଝେଇ ପିକଅପ୍ ଭ୍ୟାନ ଜବତ କରିଛି।
ଗାଡ଼ିରେ ୨୩୦ ପ୍ୟାକେଟ କେନ୍ଦୁପତ୍ର ଥିବା ସହ ଗାଡ଼ି ଛାଡି ଚାଳକ ଫେରାର ହୋଇଥିବା ଜଣାପଡିଛି।
Credible Local News of Odisha