ଶ୍ରୀମନ୍ଦିର ସୁରକ୍ଷା ହିଁ ସର୍ବୋଚ୍ଚ ପ୍ରାଥମିକତା : ଅପରାଜିତା

ଶ୍ରୀମନ୍ଦିର ସୁରକ୍ଷା ହିଁ ସର୍ବୋଚ୍ଚ ପ୍ରାଥମିକତା l ଶ୍ରୀମନ୍ଦିର ପରିକ୍ରମା ମାମଲା ହାଇକୋର୍ଟରେ ଚାଲିଥିଲା ବେଳେ ଆବେଦନକାରୀ କାହିଁକି ସୁପ୍ରିମକୋର୍ଟ ଯାଇଥିଲେ ? ଏ ପ୍ରଶ୍ନ ପଚାରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ l

ସୁପ୍ରିମକୋର୍ଟରେ ମାମଲା ସଂପର୍କରେ ରଖିଲେ ପ୍ରତିକ୍ରିୟା l ସେ କହିଛନ୍ତି, ସୁପ୍ରିମକୋର୍ଟ ସରକାରଙ୍କୁ ସୀମା ଭିତରେ ରଖିଛନ୍ତି l ଗୋଟିଏ ଗରିବ ରାଜ୍ୟରେ ସାଧାରଣ ଲୋକଙ୍କ 700 କୋଟି ଟଙ୍କା କାହାକୁ ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes