ଗତକାଲି ରାତିରେ ଜୋର କାଳ ବୈଶାଖୀ ପବନ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଧିନ ପୋଖରିଆ ପଂଚାୟତ କାସିଆବେଡା ଗାଁର ଦେବେନ୍ଦ୍ର ମହାକୁଡ଼,ଅଶୋକ ବାରିକ,ଜଗନ୍ନାଥ ନାଏକ,ଶୁଭାକର ନାଏକଙ୍କ ଘର ସହ ଆହୁରି କିଛି ଘରର ଛପର ଉଡି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ସେମାନେ କହିଛନ୍ତି।
Credible Local News of Odisha