ବଲାଙ୍ଗୀର ଜିଲ୍ଲାର ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ଖେଳ ଶିକ୍ଷକ ସୌରଭ ପଧାନଙ୍କ ତତ୍ୱା ବଧାନରେ ଛାତ୍ରମାନଙ୍କୁ ଏରୋବିକ୍ ମାଧ୍ୟମ ରେ ସାମୁହିକ ବ୍ୟାୟାମ କରାଉଛନ୍ତି।
ଛାତ୍ରମାନେ ଉଲ୍ଲାସର ସହିତ ଅାଧୁନିକ ସଙ୍ଗୀତର ତାଳରେ ବ୍ୟାୟାମ କରୁଛନ୍ତି। ଏହା ତାଙ୍କ ଶରୀର ଏଵଂ ମନକୁ ପ୍ରଫୁଲ୍ଲିତ କରିବାରେ ବିଶେଷ ଭାବରେ ସହାୟକ ହୋଇ ପାରିଛି।