ମାଲକାନଗିରି ଜିଲ୍ଲାର ମୋଟୁ ବନାଞ୍ଚଳରୁ ଆଜି ଏକ କାରରେ କଇଁଛ ଚାଲାଣ ହେଉଥିବା ଖବର ପାଇ ବନ ବିଭାଗ ଅଧିକାରୀ ମାନେ ବାଟରେ କାରରୁ 77 ଟି କଇଁଛ ଜବତ କରିବ ସହ ତିନି ଜଣଙ୍କୁ ଗିରଫ କରିଛନ୍ତି l
କିଛି ଦିନ ତଳେ ମଧ୍ୟ ଏଠାରୁ 125 ଟି କଇଁଛ ଜବତ କରାଯାଇଥିଲା l

Credible Local News of Odisha