ରାଜସ୍ଥାନର ଉଦୟପୁର ଠାରେ କହ୍ନେଇ ଲାଲ ହତ୍ୟା ଘଟଣା ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ପ୍ରତିବାଦରେ ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଆଜି ଜିଲ୍ଲା ମୁଖ୍ୟାଳୟରେ ଏକ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ହିନ୍ଦୁ ହତ୍ୟାକାରୀଙ୍କୁ ଫାଶୀ ଦେବାକୁ ଦାବି କରିବା ସହ ଜୟ ଶ୍ରୀରାମ, ଜୟ ଛତ୍ରପତି ଶିବାଜି ସ୍ଲୋଗାନ ଦେଇ ପ୍ରତିବାଦ ଜଣାଇଥିଲେ। ଦେଶରେ ସାଧୁ ସନ୍ଥ,ନିରୀହ ଲୋକଙ୍କୁ ଆକ୍ରମଣକୁ ନିନ୍ଦା କରିଥିଲେ।