୬ ହଜାର ଲାଞ୍ଚ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁରୁଗୁଡ଼ି ପିଇଓ ରାଜେନ୍ଦ୍ର ବେହେରା ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ।

ପିଏମ୍ ଆବାସ ପାଇଁ ଶେଷ କିସ୍ତି ରିଲିଜ କରିବାକୁ ଲାଞ୍ଚ ନେଇ ସେ ଗିରଫ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes