କଳ୍ପନା -ବଡ଼ଗଡ଼ ରାସ୍ତାରେ ଜବରଦଖଲ ଉଛେଦ

ଭୁବନେଶ୍ୱରର 45 ନମ୍ବର ୱାର୍ଡରେ କଳ୍ପନା ସ୍କୋୟାରରୁ ବଡ଼ଗଡ଼ ହାଟ ରାସ୍ତାରେ ଆଜି ବିଏମସି ପକ୍ଷରୁ ଜବରଦଖଲ ଉଛେଦ କରାଯାଇଛି l ଡ୍ରେନ, ରାସ୍ତା ଓ ଫୁଟପାଥରୁ ଅବରୋଧକାରୀଙ୍କୁ ହଟାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes