କଲରାପତରିଆ ବାଘ ଚମଡା ଜବତ, ଜଣେ ଗିରଫ

ରାୟଗଡା ଜିଲ୍ଲା ଗୁଣୁପୁରର ରାମନାଗୁଡ଼ା ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢ଼ାଉ କରି ଏକ କଲରାପତରିଆ ବାଘ ଚମଡା ଜବତ କରିବା ସହ ଜଣଙ୍କୁ ଗିରଫ କରିଛି l

ଗିରଫ ହୋଇଥିବା ଜୟନ୍ତ ବିବାର ନାମକ ବ୍ୟକ୍ତିର ଘର ଜିଲ୍ଲାର ଚନ୍ଦ୍ରପୁର ଅଞ୍ଚଳରେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes