କମର୍ଦ୍ଦା ଥାନା ସମ୍ମୁଖରେ ଜଳଛତ୍ର କେନ୍ଦ୍ର ଅନୁଷ୍ଠିତ

ଭୋଗରାଇ କମର୍ଦ୍ଦା ଥାନା ସମ୍ମୁଖରେ ସ୍ମାଇଲ କ୍ଳବ ତରଫରୁ ଆଜି ଜଳଛତ୍ର ଖୋଲିଛି। ଥାନାକୁ ଆସୁଥିବା ଲୋକ ସହିତ ରାସ୍ତାରେ ଯାଉଥିବା ଛାତ୍ର ଛାତ୍ରୀ ମାନେ ତୃଷ୍ଣା ନିବାରଣ କରୁଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes