ଜଟଣୀରେ ରେଳ ଓଭରବ୍ରିଜ୍ କାମର ସମୀକ୍ଷା କଲେ ଅପରାଜିତା

ଭୁବନେଶ୍ବର ଜାଟଣୀରେ ରେଳ ଓଭରବ୍ରିଜ୍ କାମ ଗତ ୮ ବର୍ଷ ଧରି ନିର୍ମାଣାଧୀନ ଅଛି l ଫଳରେ ସ୍ଥାନୀୟ ବାସିନ୍ଦା ଓ ଦୋକାନ ମାଲିକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏହା ସମ୍ପର୍କରେ ଅବଗତ ପରେ ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀ ସରକାରୀ ଅଧିକାରୀଙ୍କ ସହ କାର୍ଯ୍ୟକ୍ଷେତ୍ରକୁ ଯାଇଥିଲେ l

ଅଗ୍ରଗତିର ସମୀକ୍ଷା ସହ ଧାର୍ଯ୍ୟ ସମୟସୀମା କରାଯାଇଥିଲା l ୩୧ ଅକ୍ଟୋବର ହେଉଛି ଡେଟଲାଇନ୍ l ବ୍ୟକ୍ତିଗତ ଭାବରେ ସାଂସଦ ଏହାକୁ ମନିଟର୍ କରିବେ ବୋଲି କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes