ବଲାଙ୍ଗୀରର ଆଶୁତୋଷ ମିଶ୍ର ଓ କଳ୍ପନା ଦେବତାଙ୍କ ଝିଅ ଅଙ୍କିତା ମିଶ୍ର ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରରୁ ଏମ୍ଏସସିରେ ପ୍ଲାଣ୍ଟ ବ୍ରିଡିଂ ଓ ଜେନେଟିକ୍ସରେ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି ।
ବର୍ତ୍ତମାନ ସେ ଏନଆରଆରଆଇ କଟକରେ ଗବେଷଣା କରୁଛନ୍ତି ।
Credible Local News of Odisha