ଜୁନ 1 ରୁ ଅନଲାଇନ ଓ 9 ରୁ ଅଫଲାଇନରେ ବାରବାଟୀ ଟିକେଟ

ବାରବାଟୀ ଷ୍ଟାଡିଅମରେ ଜୁନ 12 ରେ ହେବାକୁ ଥିବା ଟି -ଟ୍ୱେଣ୍ଟି ମ୍ୟାଚ ପାଇଁ ଜୁନ 1 ରୁ ଅନଲାଇନ ଓ ଜୁନ 9 ତାରିଖରୁ ଅଫଲାଇନରେ ଟିକେଟ ମିଳିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି l

ଜୁନ 1 ଦିନ 11 ଟା ପରେ 5 ହଜାର ଟିକେଟ ଅନଲାଇନରେ ବିକ୍ରି ହେବ l ପେଟିଏମ ଇନସାଇଡର ଆପ, ପେଟିଏମ ଏବଂ www.insider.in ରେ ଜଣେ ପରିଚୟପତ୍ର ଦାଖଲ କରି 2 ଟିକେଟ ବୁକିଂ କରିପାରିବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes