ଓଡ଼ିଆ ଚଳଚ୍ଚିତ୍ର ଉତ୍ସବ ପାଳିତ

ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ, ‘ସଂସ୍କୃତି ଓ ସଂସ୍କୃତି’ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଓଡ଼ିଆ ସିନେମାର ଜନକ ମୋହନ ସୁନ୍ଦର ଦେବ ଗୋସ୍ବାମୀଙ୍କ ଚଳଚ୍ଚିତ୍ର ‘ସୀତା ବିବାହ’ର ୮୬ ବର୍ଷ ପୂର୍ତ୍ତି ଅବସରରେ ଚଳଚ୍ଚିତ୍ର ଉତ୍ସବ ଓ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଭଂଜକଳା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes