ବିଜେପିର ମଧୁବାବୁଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍କଳ ଗୌରବ ମଧୁବାବୁଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ଅବସରରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପିର ଲିଗାଲ୍ ସେଲ୍ ତରଫରୁ ଲିଗାଲ୍ ସେଲ୍ ସଭାପତି ମୁରଲୀ ମନୋହର ପାତ୍ରଙ୍କ ସଭାପତିତ୍ୱ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l

ଏହି ଅବସରରେ ଭୁବନେଶ୍ୱରର ବହୁ ଆଇନଜୀବୀ ବନ୍ଧୁମାନେ ଯୋଗଦେଇ ବହୁ ବିଷୟ ଉପରେ ଆଲୋଚନାରେ ଭାଗ ନେଇଥିଲେ l କାର୍ଯ୍ୟକ୍ରମରେ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes