ଏଏସଆଇ ଅଧିକାରୀଙ୍କ ପରିକ୍ରମା ପ୍ରକଳ୍ପ ନିର୍ମାଣ ଅନୁଧ୍ୟାନ

ବିବାଦୀୟ ହୋଇ ପଡ଼ିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ନିର୍ମାଣର ଆଜି ଏଏସଆଇ ଅଧିକାରୀ ଅନୁଧ୍ୟାନ କରୁଛନ୍ତି l

ସେମାନେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଅନୁଧ୍ୟାନ କରୁଥିବା ବେଳେ ସାଙ୍ଗରେ ଟାଟା ପ୍ରୋଜେକ୍ଟ, ଓବିସିସି ଅଧିକାରୀଙ୍କ ସହ ଜିଲ୍ଲପାଳ ମଧ୍ୟ ଉପସ୍ଥିତ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes