ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କୁ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ବିଜେପି ଦଳ ତରଫରୁ ଅଭିନନ୍ଦନ ଜଣାଯାଇଛି।
ଏହି ସମୟରେ ଉଦଳା ବିଜେପି ଦଳର କାଉନସିଲର ଧୀରେନ୍ଦ୍ର ଖଣ୍ଡେଲୱାଲ ଓ ବିଶ୍ୱରଞ୍ଜନ ମୋଦି ,ବିଜେପିର ଯୁବ ନେତା ନିହାର ମୋଦୀ, ବରିଷ୍ଠ ନେତା ପ୍ରାଣକୃଷ୍ଣ ବେରା ଉପସ୍ଥିତ ଥିଲେ।