ତିନୋଟି ଆଇଆରବି ପାଇଁ 663ଟି ପଦବିକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ରାଜ୍ୟରେ ତିନୋଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ 663 ଟି ପଦବୀକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଥିବା ଆଜି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି l ପ୍ରତ୍ୟେକ ବାଟାଲିଅନ ପାଇଁ 22 ଟି ପଦବି ସୃଷ୍ଟି କରାଯାଇଛି l
ଏଥିସହ ତିନିଟି ବାଟାଲିଅନ ପାଇଁ 132 ଟି ଆଉଟସୋର୍ସିଙ୍ଗ ପଦବି ମଧ୍ୟ ସୃଷ୍ଟି କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes